ସାମାଜିକ ଗଣମାଧ୍ୟମରେ ଆଧାର ସେୟାର୍‌ କରନ୍ତୁ ନାହିଁ: ୟୁଆଇଡିଏଆଇ

ନୂଆଦିଲ୍ଲୀ: ଗୋପନୀୟତା ଉପରେ ଅଯଥା ହସ୍ତକ୍ଷେପ ରୋକିବାକୁ ନିଜର ପାନ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ ଚେକ୍‌ ଆଦିର ବିବରଣୀ ପ୍ରଘଟ ନ କରିଲା ଭଳି ବ୍ୟବହାରକାରୀମାନେ ସେମାନଙ୍କ ଆଧାର ନମ୍ବର ମଧ୍ୟ ଇଣ୍ଟର୍‌ନେଟ୍‌ କିଂବା ସାମାଜିକ ଗଣମାଧ୍ୟମରେ ସେୟାର୍‌ କରନ୍ତୁ ନାହିଁ ବୋଲି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କହିଛି। କେତେକ ପ୍ରଶ୍ନର ଉତ୍ତର ଦେଇ ୟୁଆଇଡିଏଆଇ କହିଛି ଯେ ଆଧାର ନମ୍ବର ସେୟାର୍‌ … Continue reading ସାମାଜିକ ଗଣମାଧ୍ୟମରେ ଆଧାର ସେୟାର୍‌ କରନ୍ତୁ ନାହିଁ: ୟୁଆଇଡିଏଆଇ